Education National Odisha

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦୁଇ ଦିନିଆ ଅଖିଳ ଭାରତୀୟ କେନ୍ଦ୍ରୀୟ ବୈଠକ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ରାଉରକେଲା ସହର ର ଅଗ୍ରସେନ ଭବନରେ ଦୁଇ ଦିନିଆ ଅଖିଳ ଭାରତୀୟ କେନ୍ଦ୍ରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରାଷ୍ଟ୍ରୀୟ ସଭାପତି ପ୍ରଫେସର ଛଗନ ଭାଇ ପଟେଲ ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଶୁଶ୍ରୀ ନିଧି ତ୍ରିପାଠୀ, ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ଆଶୀଶ ଚୈ।ହାନ ଏବଂ କେନ୍ଦ୍ରୀୟ କାର୍ଯ୍ୟ ସମିତି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Related posts

Two cases of omicron reported in Odisha

Editor

କୋଟପାଡ଼ ବ୍ଲକ ଠାରେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନଧନ ଯୋଜନା ର ପଞ୍ଜିକରଣ ଶିବିର ଅନୁଷ୍ଠିତ

Editor

NITI Aayog reviews Coal India Limited’s bid to produce 1 billion tonnes of coal by 2025-26

Editor

Leave a Comment

WhatsApp chat