ନବ ମତଦାତା ସମ୍ମିଳନୀ ମାଧ୍ୟମରେ ୨୦୨୪ ସାଧାରଣ ନିର୍ବାଚନ ର ଅଙ୍କ କସୁଛି ବିଜେପି
କୋଟପାଡ଼: ୨୫/୦୧ : ୧୪ତମ ରାଷ୍ଟ୍ରୀୟ ମତଦାତା ଦିବସ ଅବସରରେ କୋଟପାଡ଼ ନିର୍ବାଚନ ମଣ୍ଡଳୀରେ ଯୁବମୋର୍ଚ୍ଚା ତରଫରୁ ‘ନମୋ ନବ ମତଦାତା ସମ୍ମିଳନୀ’ ଅନୁଷ୍ଠିତ ହୋଇଯାଇଛି । ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଯୁବକମାନଙ୍କ ମଧ୍ୟରେ ଦଳର ଉପସ୍ଥିତି ବଂଚାଇବା ଏବଂ ଆମର ଜୀବନ୍ତ ଗଣତନ୍ତ୍ର ସହିତ ସେମାନଙ୍କର ସମ୍ପର୍କକୁ ଦୃଢ କରିବା ପାଇଁ ନୂତନ ଭୋଟରଙ୍କ ଗୁରୁତ୍ୱ ଉପରେ କ୍ରମାଗତ ଭାବରେ ଗୁରୁତ ଦେଇ ଆସୁଛନ୍ତି ।…