Education Odisha OSSSC : ୨୭୧୨ଟି ପଦ ପାଇଁ ଜାରି ହେଲା ବିଜ୍ଞପ୍ତି, ୨୬ରୁ ଆବେଦନ ଆରମ୍ଭEditorOctober 21, 2023October 21, 2023 by EditorOctober 21, 2023October 21, 202312 2287 ସରକାରୀ ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସଏସସି) ପକ୍ଷରୁ ଆସିଛି ଏକ ବଡ଼ ସୁଯୋଗ ନିଯୁକ୍ତି ।