କେନ୍ଦ୍ର ଜଳ ସମ୍ପଦ ବିଭାଗ ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ କୋଟପାଡ଼ ଅଞ୍ଚଳ ବାସୀଙ୍କୁ ଦେଇଥିବା ପ୍ରତିଶୃତି ରଖିଲେ
କୋଟପାଡ଼ : କେନ୍ଦ୍ର ଆଦିବାସୀ କଲ୍ୟାଣମନ୍ତ୍ରୀ ଶ୍ରୀଯୁକ୍ତ ବିଶେଶ୍ୱର ଟୁଡୁ କୋଟପାଡ଼ ଅଞ୍ଚଳ ବାସୀଙ୍କୁ ଦେଇଥିବା ପ୍ରତିଶୃତି ରଖିଲେ,କୋଟପାଡ଼ର ଗଙ୍ଗା ରୂପେ ପରିଚିତ ଦମୟନ୍ତୀ ସାଗର ବହୁତ ବର୍ଷ ହେଲା ଅବହେଳିତ ଅବସ୍ଥାରେ ରହିଥିଲା