Day : August 6, 2022

Odisha

ଅଵ୍ୟବସ୍ଥା ଘେରରେ ଆମଡ଼ାମୁଣ୍ଡା ଧୋବଳେଶ୍ୱର ଶିବ ମନ୍ଦିର

Editor
କୋଟପାଡ଼ : କୋଟପାଡ଼ ବ୍ଲକ ଅନ୍ତର୍ଗତ ଗିର୍ଲ୍ଲା ପଞ୍ଚାୟତ ଆମଡ଼ାମୁଣ୍ଡା ଠାରେ ଧବେଳେଶ୍ୱର ଶିବ ମନ୍ଦିର ଅବସ୍ଥିତ l ଏହି ଶିବ ମନ୍ଦିର କୋଟପାଡ଼ ସହର ଠାରୁ ମାତ୍ର ୪ କିଲୋମିଟର ଦୂରରେ ରହିଅଛି
WhatsApp chat