Health Odisha

କୋଟପାଡ଼ ବ୍ଲକ ଠାରେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନଧନ ଯୋଜନା ର ପଞ୍ଜିକରଣ ଶିବିର ଅନୁଷ୍ଠିତ

ଗତକାଲି ପ୍ରଧାନମନ୍ତ୍ରୀ #PradhanMantriShramYogiMandhanYojana (ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନଧନ ଯୋଜନା ) ର ପଞ୍ଜିକରଣ ଶିବିର କୋଟପାଡ଼ ବ୍ଲକ ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ବିଭାଗ ଅଧିକାରୀ ଏବଂ ୨୦୦ ରୁ ଉର୍ଦ୍ଧ୍ବ ଅଙ୍ଗନବାଡି ଓ ଆଶା କର୍ମୀ ଉପସ୍ଥିତ ଥିଲେ । ଉକ୍ତ ଯୋଜନା ଟି କେନ୍ଦ୍ର ସରକାର ଙ୍କ ଦ୍ୱାରା ୧୮ ରୁ ୪୦ ବର୍ଷୀୟ ଅଣ ସଂଗଠିତ କର୍ମୀ ଙ୍କ ଉଦେଶ୍ୟ ରେ ଉଦ୍ଧିଷ୍ଟ ଯାହା କି ୬୦ ବର୍ଷ ବୟସ ପରେ ଆର୍ଥିକ ସହାୟତା ରେ ସହାୟକ ହୋଇ ପାରିବ । ଉକ୍ତ କାର୍ଯ୍ୟକ୍ରମ ରେ ବିଜେପି କାର୍ଯ୍ୟକର୍ତା ବିଶ୍ଵ ତ୍ରିପାଠୀ ଓ ଦୀପକ ପଟ୍ଟନାୟକ ଉପସ୍ଥିତ ଥିବା ସମସ୍ତ ଅଣସଙ୍ଗଠିତ କର୍ମୀ ଙ୍କୁ ପଞ୍ଜିକରଣ କରାଇବା ସହ କରନା ର ବୁଷ୍ଟର ଟୀକା ସମସ୍ତେ ନେବା ଓ ଅନ୍ୟ ମାନଙ୍କୁ ଟୀକା ନେବା ପାଇଁ ଉତ୍ଚାହିତ କରିବା ପାଇଁ ଅନୁରୋଧ କରିଥିଲି ।

Related posts

କୋଟପାଡ଼ ସରକାରୀ ବାଳିକା ବିଦ୍ୟାଳୟ ରେ ୩୪ତମ ସଡକ ସୁରକ୍ଷା ସପ୍ତାହ ପାଳିତ

Editor

About 18.17 Lakh farmers have been benefitted with MSP value of Rs. 57,032.03 crore in KMS 2021-22

Editor

କେନ୍ଦ୍ର କ୍ୟାବିନେଟରେ BSNL ପୁନଃରୁଦ୍ଧାରକୁ ମଞ୍ଜୁରୀ ଦେଲେ ମୋଦୀ ସରକାର

Editor

Leave a Comment

WhatsApp chat