କୋଟପାଡ଼ ବ୍ଲକ ଠାରେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନଧନ ଯୋଜନା ର ପଞ୍ଜିକରଣ ଶିବିର ଅନୁଷ୍ଠିତ

ଗତକାଲି ପ୍ରଧାନମନ୍ତ୍ରୀ #PradhanMantriShramYogiMandhanYojana (ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନଧନ ଯୋଜନା ) ର ପଞ୍ଜିକରଣ ଶିବିର କୋଟପାଡ଼ ବ୍ଲକ ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ବିଭାଗ ଅଧିକାରୀ ଏବଂ ୨୦୦ ରୁ ଉର୍ଦ୍ଧ୍ବ ଅଙ୍ଗନବାଡି ଓ ଆଶା କର୍ମୀ ଉପସ୍ଥିତ ଥିଲେ । ଉକ୍ତ ଯୋଜନା ଟି କେନ୍ଦ୍ର ସରକାର ଙ୍କ ଦ୍ୱାରା ୧୮ ରୁ ୪୦ ବର୍ଷୀୟ ଅଣ ସଂଗଠିତ କର୍ମୀ ଙ୍କ ଉଦେଶ୍ୟ ରେ ଉଦ୍ଧିଷ୍ଟ ଯାହା କି ୬୦ ବର୍ଷ ବୟସ ପରେ ଆର୍ଥିକ ସହାୟତା ରେ ସହାୟକ ହୋଇ ପାରିବ । ଉକ୍ତ କାର୍ଯ୍ୟକ୍ରମ ରେ ବିଜେପି କାର୍ଯ୍ୟକର୍ତା ବିଶ୍ଵ ତ୍ରିପାଠୀ ଓ ଦୀପକ ପଟ୍ଟନାୟକ ଉପସ୍ଥିତ ଥିବା ସମସ୍ତ ଅଣସଙ୍ଗଠିତ କର୍ମୀ ଙ୍କୁ ପଞ୍ଜିକରଣ କରାଇବା ସହ କରନା ର ବୁଷ୍ଟର ଟୀକା ସମସ୍ତେ ନେବା ଓ ଅନ୍ୟ ମାନଙ୍କୁ ଟୀକା ନେବା ପାଇଁ ଉତ୍ଚାହିତ କରିବା ପାଇଁ ଅନୁରୋଧ କରିଥିଲି ।

Related posts

ନବ ମତଦାତା ସମ୍ମିଳନୀ ମାଧ୍ୟମରେ ୨୦୨୪ ସାଧାରଣ ନିର୍ବାଚନ ର ଅଙ୍କ କସୁଛି ବିଜେପି

କୋଟପାଡ଼ ସରକାରୀ ବାଳିକା ବିଦ୍ୟାଳୟ ରେ ୩୪ତମ ସଡକ ସୁରକ୍ଷା ସପ୍ତାହ ପାଳିତ

କୋଟପାଡ଼ ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ୭୯ତମ ଶିକ୍ଷକ ସଂଘ ପ୍ରତିଷ୍ଠା ଦିବସ ପାଳିତ