ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦୁଇ ଦିନିଆ ଅଖିଳ ଭାରତୀୟ କେନ୍ଦ୍ରୀୟ ବୈଠକ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ରାଉରକେଲା ସହର ର ଅଗ୍ରସେନ ଭବନରେ ଦୁଇ ଦିନିଆ ଅଖିଳ ଭାରତୀୟ କେନ୍ଦ୍ରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରାଷ୍ଟ୍ରୀୟ ସଭାପତି ପ୍ରଫେସର ଛଗନ ଭାଇ ପଟେଲ ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଶୁଶ୍ରୀ ନିଧି ତ୍ରିପାଠୀ, ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ଆଶୀଶ ଚୈ।ହାନ ଏବଂ କେନ୍ଦ୍ରୀୟ କାର୍ଯ୍ୟ ସମିତି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Related posts

କୋଟପାଡ଼ ସରକାରୀ ବାଳିକା ବିଦ୍ୟାଳୟ ରେ ୩୪ତମ ସଡକ ସୁରକ୍ଷା ସପ୍ତାହ ପାଳିତ

କୋଟପାଡ଼ ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ୭୯ତମ ଶିକ୍ଷକ ସଂଘ ପ୍ରତିଷ୍ଠା ଦିବସ ପାଳିତ

କୋରାପୁଟ ଜିଲ୍ଲା ବିଜେପି ଯୁବ ସଭାପତି ହେଲେ ବିଶ୍ୱ ତ୍ରିପାଠୀ