January 25, 2024

ନବ ମତଦାତା ସମ୍ମିଳନୀ ମାଧ୍ୟମରେ ୨୦୨୪ ସାଧାରଣ ନିର୍ବାଚନ ର ଅଙ୍କ କସୁଛି ବିଜେପି

କୋଟପାଡ଼: ୨୫/୦୧ : ୧୪ତମ ରାଷ୍ଟ୍ରୀୟ ମତଦାତା ଦିବସ ଅବସରରେ କୋଟପାଡ଼ ନିର୍ବାଚନ ମଣ୍ଡଳୀରେ ଯୁବମୋର୍ଚ୍ଚା ତରଫରୁ ‘ନମୋ ନବ ମତଦାତା ସମ୍ମିଳନୀ’ ଅନୁଷ୍ଠିତ ହୋଇଯାଇଛି । ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ
Read more