August 15, 2022

କୋଟପାଡ଼କୁ ଗୌରବାନ୍ୱିତ କଲେ କୋଟପାଡ଼ ଆଦର୍ଶ ବିଦ୍ୟାଳୟ ଛାତ୍ର ଛାତ୍ରୀ

କୋଟପାଡ଼ : ଆଜି ଜିଲ୍ଲା ମୁଖ୍ୟାଳୟ ରେ ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଚମକି ଥିଲେ କୋଟପାଡ଼ ଆଦର୍ଶ ବିଦ୍ୟାଳୟର ଦୁଇଜଣ ଛାତ୍ରଛାତ୍ରୀ।ସେମାନେ ହେଲେ ସୀମା ଗୁପ୍ତା ଓ ଓମ ଅରିୟନ ବିଶ୍ୱାଳ।
Read more